ମାଲକାନଗିରି,୦୪/୧(ଡି.ଏଚ୍.ବ୍ୟୁରୋ):-ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ସାମ୍ବାଦିକଙ୍କୁ ହତ୍ୟା । ଜଣେ ଠିକାଦାରଙ୍କ ବାସଭବନ ପରିସରରେ ଥିବା ସେପ୍ଟିକ ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସାମ୍ବାଦିକଜଣକ ହେଲେ ମୁକେଶ ଚନ୍ଦ୍ରାକର(୩୩)। ଏବଂ ପୁଲିସ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି କରୁଛି।