ମୟୂରଭଂଜ,୨୭/୧୨(ଡି.ଏଚ୍.ବ୍ୟୁରୋ):-ମୟୂରଭଂଜ ଜିଲ୍ଲା୫୩ ନମ୍ବର ରାଜ୍ଯ ରାଜପଥ ଯୋଡାମ୍ବ ଘାଟିରେ ଭାରସାମ୍ୟ ହରାଇ ସିମେଣ୍ଟ ପିଲର ଖୁଣ୍ଟିକୁ ଧକ୍କାଦେଲା ବାଇକ l ଏଥିରେ ଜଣକର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲ ରେ ଭର୍ତି । ସମସ୍ତ ବାଇକର ହେଣ୍ତେଲରୁ ହାତଛାଡି ସ୍ଲେଫି ନେଉଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ l