କାରରୁ ୫୨ କିଲୋ ଓଜନର ସୁନା ବିସ୍କୁଟ ଓ ନଗଦ ୧୦ କୋଟି ଟଙ୍କା ଜବତ ।

21
ADVERTISEMENT

ନୂଆଦିଲ୍ଲୀ,୨୧/୧୨(ଡି.ଏଚ୍.ବ୍ୟୁରୋ):-ମଧ୍ୟପ୍ରଦେଶର ଭୋପାଳ ନିକଟସ୍ଥ ମିଣ୍ଡୋରି ଜଙ୍ଗଲରେ ଆୟକର ବିଭାଗର ଚଢଉ ବେଳେ ଏକ ପରିତ୍ୟକ୍ତ କାରରୁ ୫୨ କିଲୋ ଓଜନର ସୁନା ବିସ୍କୁଟ ଓ ନଗଦ ୧୦ କୋଟି ଟଙ୍କା ଜବତ । ଏବଂ ଜବତ ସୁନା ବିସ୍କୁଟର ମୂଲ୍ୟ ୪୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇ ଥିବା ବେଳେ ଭୋପାଳ ସହରର ବିଭିନ୍ନ ରିଏଲ ଇଷ୍ଟେଟ ବ୍ୟବସାୟୀଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଇଡିର ଚଢଉ ଜାରି ରହିଛି।

Advertisement