କୋଡ଼ିଙ୍ଗା ତହସିଲଦାର ସୁବ୍ରତ ବେହେରାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ବଲାଙ୍ଗିର ଭିଜିଲାନ୍ସ କୋର୍ଟ ।

10
ADVERTISEMENT

ବରଙ୍ଗପୁର,୨୦/୧୨(ଡି.ଏଚ୍.ବ୍ୟୁରୋ):-ନବରଙ୍ଗପୁର ଜିଲାର କୋଡ଼ିଙ୍ଗା ତହସିଲଦାର ସୁବ୍ରତ ବେହେରାଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷ ଜେଲ ଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି ବଲାଙ୍ଗିର ଭିଜିଲାନ୍ସ କୋର୍ଟ । ଏବଂ ସେ ୨୦୧୮ମସିହାରେ ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।

Advertisement