ଦନ୍ତାହାତୀ ଆକ୍ରମଣରେ ୨ଶିଶୁକନ୍ୟାର ମୃତ୍ୟୁ l

37
ADVERTISEMENT

ସୁନ୍ଦରଗଡ଼,୧୫/୧୨(ଡି.ଏଚ୍.ବ୍ୟୁରୋ):-ସୁନ୍ଦରଗଡ଼ ବଣାଇ ତାମଡ଼ା ରେଞ୍ଜ କଣ୍ଟାପାଲି ଗ୍ରାମର ମୁଣ୍ଡାସାହିରେ ଅଘଟଣ l ଦନ୍ତା ହାତୀ ଆକ୍ରମଣରେ ୨ଶିଶୁକନ୍ୟାର ମୃତ୍ୟୁ ଘଟି ଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ମାଆ l ଦୁଇ ଶିଶୁକନ୍ୟାକୁ ଦନ୍ତା ଶୁଣ୍ଢରେ ଟାଣି ଆଣି ଦଳି ଦେଇଥିଲା l ଫଳରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା ଏବଂ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛିl

Advertisement