ଭୁବନେଶ୍ୱର,୧୪/୧୨(ଡି.ଏଚ୍.ବ୍ୟୁରୋ):-ଭୁବନେଶ୍ୱରର ପାହାଳ ଥାନା ସିଟି ହୋମ୍ ଡୁପ୍ଲେକ୍ସରେ ଘରେ ପଶି ୪୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ । ଏବଂ ସିସିଟିଭି ଭାଙ୍ଗି ୬ ଜଣ ଲୁଟ୍ କରିଥିବା ଥାନାରେ ଅଭିଯୋଗ ହୋଇ ଥିବାବେଳେ ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।