ମୟୂରଭଞ୍ଜ,୦୮/୧୨(ଡି.ଏଚ୍.ବ୍ୟୁରୋ):-ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାରେ ଭର୍ଚୁଆଲ୍ ମୋଡ଼ରେ ୬ ହଜାର ୨ଶହ କୋଟି ଟଙ୍କାର ୩ଟି ନୂତନ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବା ସହ ସହ ରାଇରଙ୍ଗପୁରସ୍ଥିତ ଆଦିବାସୀ ଅନୁସନ୍ଧାନ ଓ ବିକାଶ କେନ୍ଦ୍ର, ବାମନଘାଟି ଉପଖଣ୍ଡ ହସ୍ପିଟାଲର ୧୦୦ ଶଯ୍ୟା ବିଶିଷ୍ଟ ନୂତନ କୋଠା ପାଇଁ ଶିଳାନ୍ୟାସ କରିଥିଲେ।