ପାରିବାରିକ ବିବାଦକୁ ନେଇ ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ବାମୀ l

13
ADVERTISEMENT

ଢେଙ୍କାନାଳ,o୩/୧୨(ଡ଼ି.ଏଚ୍.ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ମଝିକା ଗାଁରେ ପାରିବାରିକ ବିବାଦକୁ ନେଇ ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ବାମୀ l ହତ୍ୟାକାଣ୍ଡ ପରେ ନିଜ ଘରଠାରୁ ଅଳ୍ପ ଦୂରରେ ମାଟି ଖୋଳି ମୃତଦେହକୁ ପୋତିବା ପାଇଁ ସ୍ବାମୀ ଯୋଜନା କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ l ଏବଂ ପୁଲିସ ହତ୍ୟାକାରୀ ସ୍ବାମୀକୁ ଅଟକ ରଖି ତଦନ୍ତ ଚଳାଇଛି।

Advertisement