୧୭ ଜଣ ଦାଦନ ଶ୍ରମିକ ଉଦ୍ଧାର,୨ଦଲାଲ ଗିରଫ।

16
ADVERTISEMENT

ବଲାଙ୍ଗୀରି,୨୭/୧୧(ଡ଼ି.ଏଚ୍.ବ୍ୟୁରୋ):-ବଲାଙ୍ଗୀରି ଜିଲ୍ଲା ତୁରେକେଲା ଥାନା ପୁଲିସ ଶିବତାଲା, କୂଡାସିଙ୍ଗା, ଭୁତିଆର ବାହାଲ ଗାଁର ୧୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ୨ଦଲାଲ ସର୍ଦାର ମହାଦେବ ସାଣ୍ଡ ଓ ସର୍ଦାର ଧନେଶ୍ୱର ନାଗଙ୍କୁ ଗିରଫ କରି କଣ୍ଟାବାଞ୍ଜି କୋର୍ଟକୁ ଚାଲାଣ କରିଛି ।ସେମାନେ ସମସ୍ତ ଦାଦନ ଶ୍ରମିକଙ୍କୁ ତେଲେଙ୍ଗାନା ରାଜ୍ୟକୁ ଇଟା ଭାଟିରେ କାମ କରିବାକୁ ଯୋଜନା କରୁଥିଲେ ।

Advertisement