ନୟାଗଡ଼,୨୭/୧୧(ଡ଼ି.ଏଚ୍.ବ୍ୟୁରୋ):-ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବାହାଡ଼ାଝୋଲାସ୍ଥିତ ଦଧିବାମନଜୀଉ ଯୁକ୍ତତିନି ମହାବିଦ୍ୟାଳୟ ଅଧ୍ୟକ୍ଷ ନଳିନୀ ରଞ୍ଜନ ଭୁୟାଁ । ସେ ମହାବିଦ୍ୟାଳୟରେ କାର୍ଯ୍ୟରତ ଜଣେ କିରାଣିଙ୍କ ଦରମା କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏବଂ ଭିଜିଲାନ୍ସ ବିଭାଗ ତାଙ୍କ ବାହାଡ଼ଝୋଲାସ୍ଥିତ ଘର ଏବଂ ମହାବିଦ୍ୟାଳୟରେ ଚଢ଼ଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରାଛି ।