କେନ୍ଦୁଝର,୨୭/୧୧(ଡ଼ି.ଏଚ୍.ବ୍ୟୁରୋ):-ଭିଜିଲାନ୍ସ ଜାଲରେ କେନ୍ଦୁଝର ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତା l ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କ ଭୁବନେଶ୍ଵର ସ୍ଥିତ ୪ ମହଲା କୋଠା,କେନ୍ଦୁଝର ସ୍ଥିତ ଦୁଇ ମହଲା କୋଠା ଏବଂ ଘସିପୁରା ଫାର୍ମ ହାଉସ୍ ସ୍ଥିତ ଅଫିସରେ ଚଢାଉ ଜାରି ରହିଛି । ବର୍ତ୍ତମାନ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିନାହିଁ ।