ବଲାଙ୍ଗୀର,୨୩/୧୧(ଡ଼ି.ଏଚ୍. ବ୍ୟୁରୋ):- ଶିଶୁ ବିକ୍ରି ଅଭିଯୋଗ ମାମଲାରେ ନିଲମ୍ବିତ ହେଲେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ସିଏଚସି ଅଧୀନ ସୁନାମୁଦି ସ୍ବାସ୍ଥ୍ୟ ଉପକେନ୍ଦ୍ରର ଏଏନ୍ଏମ୍ ମମତା ଭୋଇ l ବଲାଙ୍ଗୀର ସିଡିଏମ୍ଓ ଘଟଣାରେ ସଂପୃକ୍ତି ଥିବା ଏଏନ୍ଏମ୍ ଙ୍କୁ ଦର୍ଶାଇ ନିଲମ୍ବିତ କରିଛନ୍ତି। ଏଥିସହିତ ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି ।