ସୋର,୧୧/୧(ଡି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ଆକ୍ସିସ ବ୍ୟାଙ୍କର ଏଟିଏମ ଭାଙ୍ଗି ଲୁଟି ନେଲେ କୋଡିଏ ଲକ୍ଷ ଟଙ୍କା । ଦୁର୍ବୃତ୍ତମାନେ ଏଟିଏମ ମେସିନକୁ ଗ୍ୟାସ କଟରରେ କାଟି ସେଠାକାର ସିସିଟିଭିକୁ ପୋଡ଼ି ନଷ୍ଟ କରି ଦେଇଥିବାବେଳେ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ଆତଙ୍କ ଖେଳି ଯାଇଛି। ଏବଂଘଟଣାସ୍ଥଳରେ ଖଇରା ଥାନା ପୋଲିସ ର ତଦନ୍ତ ଜାରି ।