ଜୟପୁର,୦୯/୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଜୟପୁର ଟାଉନଥାନା ଏଏସଆଇ ଅନିଲ ନାୟକ ଓ ସହଯୋଗୀ କମ୍ବଳ ବ୍ୟବସାୟୀ l ସ୍ଥାନୀୟ ଜୟନଗର ପାଇକ ସାହିର ରିଙ୍କେଶ ଗୌଡ଼ଙ୍କ ଠାରୁ ଗାଡ଼ିର କାଗଜପତ୍ର ମାମଲାରେ ୫ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି । ଫଳରେ ଭିଜିଲାନସ୍ ଟିମ ତାଙ୍କ ଜୟପୁର ସଦରଥାନା ନିକଟ କ୍ବାର୍ଟର, ନବରଙ୍ଗପୁରସ୍ଥ ଘରେ ଚଢ଼ାଉ ଜାରି କରିଥିବା ସୂଚନl ।