ସାନଭାଇର ଗୁଳିମାଡ଼ରେ ବଡ଼ଭାଇ ବାସୁଦେବ ସା ଗୁରୁତର ହୋଇ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ।

49
ADVERTISEMENT

ସୁନ୍ଦରଗଡ଼,୩୧/୧୨(ଡି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ପାତକିଯୋରରେ ଗୁଳିକାଣ୍ଡ l ଘରୋଇ କଳହକୁ କେନ୍ଦ୍ର କରି ସମ୍ପର୍କୀୟ ସାନଭାଇର ଗୁଳିମାଡ଼ରେ ବଡ଼ଭାଇ ବାସୁଦେବ ସା ଗୁରୁତର ହୋଇ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର । ଏବଂ ଅଭିଯୁକ୍ତ ସାନ ଭାଇ ସୁନିଲ ସାଙ୍କୁ ଗାଁ ଲୋକେ ନିସ୍ତୁକ ମାଡ଼ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଛନ୍ତି।

Advertisement