ଏସ୍ ବିଆଇର ଗ୍ରାହକ ସେବାକେନ୍ଦ୍ରରୁ ବନ୍ଧୁକ ଦେଖାଇ ଲୁଟ୍ ।

33
ADVERTISEMENT

ରେଙ୍ଗାଲି,୩୧/୧୨(ଡି.ଏଚ ବ୍ୟୁରୋ):-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବସ ଷ୍ଟାଣ୍ଡ ନିକଟରେ ଥିବା ଏସ୍ ବିଆଇର ଗ୍ରାହକ ସେବାକେନ୍ଦ୍ରରୁ ବନ୍ଧୁକ ଦେଖାଇ ଲୁଟ୍ । ୩ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏସ୍ ବିଆଇର ଗ୍ରାହକ ସେବା କେନ୍ଦ୍ରରୁ ୫୦ ହଜାର ଟଙ୍କା ଲୁଟି ନେଇ ଥିବା ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement