ନୀଳଗିରି,୨୯/୧୨(ଡି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ନୀଳଗିରିରେ ନାମଫଳକ ଉନ୍ମୋଚନକୁ ନେଇ ବିଧାୟକ ଓ ସରପଞ୍ଚଙ୍କ ମଧ୍ୟରେ ମୁହାଁମୁହିଁ । ଏଥିରେ ସରପଞ୍ଚ ନାମଫଳକ ଉପରେ ଚଢ଼ି ହାଇଡ୍ରାମା କରିବା ସହ ପ୍ରତିବାଦ କରିଥିଲେ । କିନ୍ତୁ ସରପଞ୍ଚଙ୍କର ଏଭଳି ଆଚରଣକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଥିଲେ।