ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଟାଟା ପାୱାର ବଡ଼ଗାଁ ସେକ୍ସନର କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଇଂ ରଞ୍ଜନ ଦାସ l

51
ADVERTISEMENT

ବଡ଼ଗାଁ,୨୧/୧୨(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଟାଟା ପାୱାର ବଡ଼ଗାଁ ସେକ୍ସନର କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଇଂ ରଞ୍ଜନ ଦାସ l ସେ ଜଣେ ଠିକା କର୍ମଚାରୀଙ୍କ ଚାକିରୀକୁ ନିୟମିତ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ରାସାୟନିକ ପ୍ରଲେପବୋଳା ଟଙ୍କା ଜବତ କରଛି।

Advertisement