ରାଉରକେଲାରେ ବ୍ୟାପିଥିବା ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନା ଧରୁନି।

39
ADVERTISEMENT

ରାଉରକେଲା,୨୦/୧୨(ଡି.ଏଚ ବ୍ୟୁରୋ):-ରାଉରକେଲାରେ ବ୍ୟାପିଥିବା ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନା ଧରୁନି। ଫଳରେ ସଂକ୍ରମଣ ରୋକିବାକୁ ଉଭୟ ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଉଦ୍ୟମ ଜାରି ଥିବାବେଳେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ସେପଟେ ରାଉରକେଲା ଝାଡାବାନ୍ତି ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

Advertisement