ରାଉରକେଲାରେ ବ୍ୟାପିଥିବା ଡାଇରିଆ ସଂକ୍ରମଣ କମିବାରେ ନା ଧରୁନି ।

34
ADVERTISEMENT

ରାଉରକେଲା,୧୯/୧୨(ଡି.ଏଚ ବ୍ୟୁରୋ):-ଗତ ୮ ଦିନଧରି ରାଉରକେଲାରେ ବ୍ୟାପିଥିବା ଡାଇରିଆ ସଂକ୍ରମଣ କମିବାରେ ନା ଧରୁନି। ପୁଣି ଦୁଇଜଣଙ୍କର ଡାଇରିଆରେ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। । ସେପଟେ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୨ ଶିଶୁଙ୍କ ସମେତ ମୋଟ ୧୩୬ ଜଣ ଚିକିତ୍ସିତ ହେଉଛନ୍ତି।

Advertisement