ରାଉରକେଲା,୧୮/୧୨(ଡି.ଏଚ ବ୍ୟୁରୋ):-ରାଉରକେଲାରେ ଅଣାୟତ୍ତ ହେଉଛି ଡାଇରିଆ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଡାଇରିଆ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଏହାସହିତ ବିଭିନ୍ନ ଡାକ୍ତରଖାନାରେ ୩୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବାବେଳେ ୩ମୃତକ ହେଲେ ରାଉରକେଲା ବିଶ୍ରାଡ଼ାହାର ରୋଡ୍ର ପ୍ରବଣ କୁମାର ସ୍ବାଇଁ, ଗାନ୍ଧିରୋଡ଼ର ଅତୁଲ କିସାନ, ଓ ପ୍ଲାଣ୍ଟସାଇଟ୍ ଅଞ୍ଚଳର ମହମ୍ମଦ ।