ରାଉରକେଲା,୧୬/୧୨(ଡି.ଏଚ ବ୍ୟୁରୋ):-ରାଉରକେଲା ମାଲଗୋଦାମ କାଳୀମନ୍ଦିର ନିକଟରେ କିଛି ଦୃବୁତ୍ତ ପିସି ଜୁଏଲାରିର ୨କର୍ମଚାରୀଙ୍କୁ ଛୁରିରେ ଆକ୍ରମଣ କରି ଲୁଟିନେଲେ ସୁନାଭର୍ତ୍ତି ବ୍ୟାଗ୍ l ପ୍ରାୟ ୫୧ ଲକ୍ଷ ୮୬ ହଜାର ଟଙ୍କାର ସୁନାଭର୍ତ୍ତି ବ୍ୟାଗ୍ ଲୁଟ୍ କରି ଚମ୍ପଟ ମାରିଥିବାବେଳେ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ରାଉରକେଲା ପ୍ଲାଣ୍ଟସାଇଟ୍ ପୁଲିସର ତଦନ୍ତ ଜାରି ।