ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସେକ୍ସନର ଫରେଷ୍ଟ ଗାର୍ଡ ଝରଣା ସାହୁ ଓ ୱାଚ୍ମ୍ୟାନ୍ ସଞ୍ଜୟ ବାରିକ।

47
ADVERTISEMENT

ଝାରସୁଗୁଡ଼ା,୧୨/୧୨(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସେକ୍ସନର ଫରେଷ୍ଟ ଗାର୍ଡ ଝରଣା ସାହୁ ଓ ୱାଚ୍ମ୍ୟାନ୍ ସଞ୍ଜୟ ବାରିକ। ସେମାନେ ଗଛ କାଟିବାକୁ ଅନୁମତି ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି l ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟ ଗାର୍ଡ ଶ୍ରୀମତୀ ସାହୁଙ୍କ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ।

Advertisement