ଦଶପଲ୍ଲା ,୧୦/୧୨ (ଡି.ଏଚ ବ୍ୟୁରୋ):-ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା ଅଞ୍ଚଳରେ ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ବାମୀ। ପାରିବାରିକ କଳହକୁ କେନ୍ଦ୍ରକରି ସ୍ବାମୀ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟାକରି ସ୍ତ୍ରୀର ମୁଣ୍ତ ଓ ଟାଙ୍ଗିଆକୁ ଧରି ଥାନାରେ ଆତ୍ମ ସମର୍ପଣ କରିଛି । ଉଭୟଙ୍କର ଏକ ୫ ବର୍ଷର ପୁଅ ଏବଂ ୩ ମାସର ଝିଅ ଥିବାବେଳେ ଦଶପଲ୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ।