ନୂଆଦିଲ୍ଲୀ,୦୪/୧୨(ଡି.ଏଚ ବ୍ୟୁରୋ):-ମାଡି ଆସୁଛି ବାତ୍ୟା ମିଗଯୌମ l ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗଯୌମ’ ଆଜି ପୂର୍ବାହ୍ନ ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ରେ ପରିଣତ ହୋଇ ଆସନ୍ତାକାଲି ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ନେଲୋର୍ ଓ ମଛିଲିପଟନମ୍ ମଧ୍ୟ ଦେଇ ବପଟଲାର ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ସୂଚନା l