ମାଡିଆସୁଛି ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’l

226
Category 5 super typhoon from outer space view. The eye of the hurricane. Some elements of this image furnished by NASA
ADVERTISEMENT

ଭୁବନେଶ୍ୱର,୦୨/୧୨(ଡି.ଏଚ ବ୍ୟୁରୋ):-ମାଡିଆସୁଛି ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’l ଏହା ଆସନ୍ତା ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୋର୍ ଓ ମଛିଲିପଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ କରିବ l ଫଳରେ ଏହି ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ,ରାୟଗଡା ,ଗଜପତି,ଗଂଜାମ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହେlଇଛି।

Advertisement