ଭୁବନେଶ୍ୱର,୨୯/୧୧(ଡି.ଏଚ ବ୍ୟୁରୋ):-ବଙ୍ଗୋପସାଗରରେ ଦାନା ବାନ୍ଧୂଛି ବାତ୍ୟା । କିନ୍ତୁ ଏହାର ଗତିପଥ ଓ ସମୟ ନେଇ ନିଦ୍ଧିଷ୍ଟ ଆକଳନ ହୋଇନଥିବାବେଳେ ଏହି ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୂତି ଆରମ୍ଭ କରିଦେଇଛି । ଏବଂ ଗଂଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଓ ବାଲେଶ୍ୱର ଆଦି ୭ଟି ଉପକୂଳ ଜିଲ୍ଲାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସର୍ତକ କରାଯାଇଛି ।