ଭୁବନେଶ୍ୱର,୨୧/୧୧(ଡି.ଏଚ ବ୍ୟୁରୋ):-ଓଡ଼ିଶାର ଘୁ.ଉଦୟଗିରି ସହର ସବୁଠାରୁ ଥଣ୍ଡା ସହର ଭାବେ ପରିଚିତ ଥିବାବେଳେ ଆଜିର ତାପମାତ୍ରା ୧୧ଡିଗ୍ରୀ ରେକର୍ଡ କରାଯାଇଛି। ଏବଂ ଶୀତର ମଜା ନେବା ପାଇଁ ପର୍ଯ୍ୟଟକମାନେ ଆସୁଥିବା ବେଳେ ଆଗାମୀ ଦିନରେ ଆହୁରି ୩ ରୁ୪ ଡିଗ୍ରୀ ତଳକୁ ପାରଦ ଖସିବା ସହ ଶୀତର ପ୍ରକୋପ ବଢିବା ଆଶଙ୍କା କରିଛି ପାଣିପାଗ ବିଭାଗ।