ବାତ୍ୟା ବାଂଲାଦେଶ ଉପକୂଳର ମଙ୍ଗଲା ଓ ଖେପୁପୁରା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା l

34
ADVERTISEMENT

ଭୁବନେଶ୍ୱର,୧୭/୧୧(ଡି.ଏଚ ବ୍ୟୁରୋ):-ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହା ନିଜ ଗତିର ଦିଗ ବଜାୟ ରଖିବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବ। ଏବଂ ଆସନ୍ତା ୧୮ ତାରିଖରେ ବାଂଲାଦେଶ ଉପକୂଳର ମଙ୍ଗଲା ଓ ଖେପୁପୁରା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ।

Advertisement