କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର କାରାଡ଼ା ଜଙ୍ଗଲରୁ ଜଣେ ନାବାଳିକାଙ୍କ ଶବ ମାଟିତଳୁ ଉଦ୍ଧାର ହୋଇଛି।

62
ADVERTISEMENT

ଫିରିଙ୍ଗିଆ,୧୨/୧୧(ଡି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର କାରାଡ଼ା ଜଙ୍ଗଲରୁ ଜଣେ ନାବାଳିକାଙ୍କ ଶବ ମାଟିତଳୁ ଉଦ୍ଧାର ହୋଇଛି। ମୃତ ନାବାଳିକା ଜଣକ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗ୍ରାମର ତୁଳସୀ ନାଏକ ହୋଇଥିବାବେଳେ ମୃତ ନାବାଳିକାଙ୍କ ପରିବାରର ୩ ଜଣଙ୍କୁ ପୁଲିସ ଅଟକ ରଖିଛି। ଏବଂ ଏହି ଘଟଣାରେ ମୃତ ନାବାଳିକାଙ୍କ ବାପା ଫେରାର ଥିବାବେଳେ ଘଟଣା ପଛରେ ପ୍ରେମବ୍ୟାପାର ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Advertisement