ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କାର୍ଯ୍ୟରତ ଜଣେ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦ ।

45
ADVERTISEMENT

ଭୁବନେଶ୍ୱର,o୮/୧୧(ଡି.ଏଚ ବ୍ୟୁରୋ):-ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କାର୍ଯ୍ୟରତ ଜଣେ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦ । ସହିଦ ଯବାନ ଜଣକ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଗୋପାଳପୁର ଗ୍ରାମର ପ୍ରକାଶ ଚନ୍ଦ୍ର ଶିଅlଳ l ସେ ଅନ୍ୟ ଯବାନଙ୍କ ସହ ଛତିଶଗଡ଼ ସୁକୁମା ଜିଲ୍ଲା ମିନାପା ଅଞ୍ଚଳର ଏକ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଉଥିବା ବେଳେ ମାଓବାଦୀମାନଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା।

Advertisement