ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ।

63
ADVERTISEMENT

ଭୁବନେଶ୍ୱର,୦୭/୧୧ (ଡି.ଏଚ ବ୍ୟୁରୋ):-ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ । ସେ ଗତ କିଛିଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ l ଏବଂ ତାଙ୍କରି ବିୟୋଗରେ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ କରିବାସହ ଅମର ଆତ୍ମାର ସଦଗତି କାମନା କଲେ ।

Advertisement