ଭୁବନେଶ୍ବର ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦୁଇ ହଜାର ଟଙ୍କିଆ ବଦଳ ପାଇଁ ଲମ୍ବା ଲାଇନ୍ l

58
ADVERTISEMENT

ଭୁବନେଶ୍ବର,o୨/୧୧(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦୁଇ ହଜାର ଟଙ୍କିଆ ବଦଳ ପାଇଁ ଲମ୍ବା ଲାଇନ୍ l ଫଳରେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ର ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ପଚରାଉଚରା ଜାରି ବେଳେ ଲମ୍ବା ଲାଇନ୍ କମିବାରେ ଲାଗିଲା। ଏବଂ କିଛି ସମୟ ପରେ ସେଠାକୁ ଆଉ କେହିବି ଆସିନଥିଲେ।

Advertisement