ପଲାସା ପାସେଞ୍ଜରକୁ ରାୟଗଡ଼ା ପାସେଞ୍ଜର୍ ଧକ୍କା ଦେବା ଫଳରେ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ l

65
ADVERTISEMENT

ଆନ୍ଧ୍ର ପ୍ରଦେଶ,୩୦/୧୦(ଡି.ଏଚ ବ୍ୟୁରୋ):-ଆନ୍ଧ୍ର ପ୍ରଦେଶର ବିଜୟନଗରମ୍-ବିଶାଖାପାଟଣା ରେଲ ଲାଇନ୍ ର ଆଲମଣ୍ଡା ଓ କଣ୍ଟକପାଲ୍ଲୀ ଷ୍ଟେସନ ମଧ୍ୟରେ ରେଳ ଦୁର୍ଘଟଣା l ପଲାସା ପାସେଞ୍ଜରକୁ ରାୟଗଡ଼ା ପାସେଞ୍ଜର୍ ଧକ୍କା ଦେବା ଫଳରେ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ l ଏବଂ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି।। ପାସେଞ୍ଜର ଟ୍ରେନ୍(୦୮୫୩୨) ବିଶାଖାପାଟଣାରୁ ପଲାସା ଯାଉଥିବା ବେଳେ ଏହାର ପଛପଟୁ ରାୟଗଡ଼ା ଆସୁଥିବା ବିଶାଖାପଟଣା ପାସେଞ୍ଜର(୦୮୫୦୪)କୁ ଧକ୍କା ଦେଇଥିଲା ।

Advertisement