ଭୁବନେଶ୍ୱର,୨୦/୯(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର ‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲୁର ଚଢ଼ଉ ପ୍ରତିବାଦରେ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ନିନ୍ଦା କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ସେପଟେ ସିପିଆଇ କୋରାପୁଟ ଜିଲ୍ଲା ଶାଖା ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ଥିବାବେଳେ ଦାନଗଦୀ ବ୍ଲକ୍ ସିଭିଲ ସୋସାଇଟି ଫୋରମ୍ ଓ ମୂଳନିବାସୀ ୟୁନାଇଟେଡ୍ ଫୋରମ୍ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି।