ଭୁବନେଶ୍ୱର,୧୮/୯(ଡି.ଏଚ ବ୍ୟୁରୋ):-ଓଡ଼ିଶାର ଗୋଲଡେନ ଲ୍ୟାଣ୍ଡ ଡେଭଲପର ଚିଟଫଣ୍ଡ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ବାବଦରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ବିସ୍ତୃତ ତଥ୍ୟ ଦାଖଲ କରିଛନ୍ତି। ଫଳରେ ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଦୀପଙ୍କର ଗୁପ୍ତାଙ୍କ ଖଣ୍ଡପୀଠରେ ହେବ ଶୁଣାଣି।