ଭିଜିଲାନ୍ସ ଜlଲରେ ଖୋର୍ଦ୍ଧା ଜିଲ୍ଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ସଂଗ୍ରାମ କେଶରୀ ଜେନା l

120
ADVERTISEMENT

ଭୁବନେଶ୍ୱର,୧୪/୯(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜlଲରେ ଖୋର୍ଦ୍ଧା ଜିଲ୍ଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ସଂଗ୍ରାମ କେଶରୀ ଜେନା l ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ବାଲୁଗାଁରେ ଥିବା ତିନି ମହଲା ବିଶିଷ୍ଟ କୋଠାଘର , ଟାଙ୍ଗୀ ଥାନା ହରିପୁରରେ ଥିବା ବିଲ୍ଡିଂ, ଓ ବାଣପୁରର ଛୋଟରାୟପୁର ଶାସନରେ ଥିବା ୩ଟି ପ୍ଳଟରେ ଏକକାଳୀନ ଚଢ଼ାଉ ଜାରି ରଖିଛି ।ଏବଂ ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ବୁଗୁଡାର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।

Advertisement