ଭୁବନେଶ୍ବର ରାଜଧାନୀରୁ ବିପୁଳ ପରିମାଣର ଚୋରା ସୁନା ବିସ୍କୁଟ ଜବତ l

119
ADVERTISEMENT

ଭୁବନେଶ୍ବର,୦୮/୯(ଡି.ଏଚ୍ ବ୍ୟୁରୋ):-ଭୁବନେଶ୍ବର ରାଜଧାନୀରୁ ବିପୁଳ ପରିମାଣର ଚୋରା ସୁନା ବିସ୍କୁଟ ଜବତl ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ବିଭାଗ ପକ୍ଷରୁ ଜଣେ ବ୍ୟବସାୟୀଙ୍କ ଘରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ସୁନା ବିସ୍କୁଟ ଜବତ କରାଯାଇଥିବାବେଳେ ଅଧିକାଂଶ ସୁନା ସୁଇଜରଲାଣ୍ଡର ହୋଇଥିବା ସୂଚନା । ଏବଂ ବ୍ୟବସାୟୀଙ୍କ ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି ଏକାଧିକ ସ୍ଥାନରେ ଡିଆରଆଇ ପକ୍ଷରୁ ଚଢ଼ଉ ଜାରି କରାଯାଇଛି।

Advertisement