ବାଲୁଗାଁ,୦୭/୯(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗର ଏଏସଆଇ ସୁଦୀପ୍ତ ଦାଶ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତlଙ୍କ ବାସଭବନ ସମେତ ନୟାଗଡରେ ଥିବା ନିଜ ଘର, ଭଡା ଘର, ଓ ବାଲୁଗାଁରେ ଥିବା ଭଡା ଘର ସହ ଅବକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଜାରି କରିଥିବା ସୂଚନା |