ମୋହନl,୦୫/୯(ମୋହନ ଗୌଡ଼):–ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଣ୍ଡିମା ଠାରେ ବାଲି ବୋଝେଇ ଟ୍ରାକ୍ଚର ଓ ପ୍ରେଟ୍ରୋଲ ଗାଡି ଦୁର୍ଘଟଣା ହୋଇଛି I ଅଡବା ପଟୁ ଆସୁଥିବା ଟ୍ରାକ୍ଟରଟି ଭାରସ୍ୟାମ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି Iଏଥିରେ ସ୍ଥାନୀୟ ଅଂଚଳ ମୁକ୍ତି ନଗରର ଡ୍ରାଇଭର ସୋରଜ ମଲ୍ଲିକ ଓ ଶ୍ରମିକ ରାଜେନ୍ଦ୍ର ମଲ୍ଲିକ ଗୁରୁତର ଅବସ୍ଥାରେ ପଡିଥିବାବେଳ ଅଡବା ପୋଲିସ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତି କରିଛନ୍ତି I ଏବଂ ପେଟ୍ରୋଲ ଟାଙ୍କି ଗାଡିକୁ ଅଡବା ଥାନା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି I