ଭୁବନେଶ୍ୱର କମିସନରେଟ୍ ପୁଲିସ ବ୍ଲାକ ଜ୍ୟାକେଟ୍’ ଗ୍ୟାଙ୍ଗ୍ ର ୪ ଜଣ ସଦସ୍ୟକୁ କାବୁ କରିଛି।

91
ADVERTISEMENT

ଭୁବନେଶ୍ୱର,୦୫/୯(ଡି.ଏଚ୍ ବ୍ୟୁରୋ):-ଭୁବନେଶ୍ୱର କମିସନରେଟ୍ ପୁଲିସ ବ୍ଲାକ ଜ୍ୟାକେଟ୍’ ଗ୍ୟାଙ୍ଗ୍ ର ୪ ଜଣ ସଦସ୍ୟକୁ କାବୁ କରିଛି। ସେମାନେ ହେଲେ କ୍ୟାପିଟାଲ୍ ଥାନା ବାପୁଜୀନଗର କେଦାପଲ୍ଲୀ ବସ୍ତିର ସନ୍ତୋଷ ନାୟକ, ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ରଶ୍ମୀରଂଜନ ନାଏକ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ବୁଲୁ ନାଏକ ଓ ଇଟାମାଟି ଅଞ୍ଚଳର ସର୍ବେଶ୍ବର ଗୋଚ୍ଛାୟତ । ଏବଂ ସେମାନଙ୍କ ପାଖରୁ ୪୦୦ ଗ୍ରାମ ଓଜନର ୩୦ଟି ସୁନାଚେନ୍, ୩ଟି ସ୍ପିଡ୍ ବାଇକ୍, ବ୍ଲାକ ଜ୍ୟାକେଟ୍, ମୋବାଇଲ୍ ଓ ଗୋଲ୍ଡ ଲୋନ୍ କାଗଜପତ୍ର ଆଦି ଜବତ ହୋଇଛି।

Advertisement