ବଣିଆଟାଙ୍ଗୀ,୦୪/୯(ଡି.ଏଚ୍ ବ୍ୟୁରୋ):-ଖୋର୍ଦ୍ଧା ଉପକଣ୍ଠ ବଣିଆଟାଙ୍ଗୀରେ ଏକ ଅଭାବନୀୟ ଘଟଣା । ସ୍ବାମୀ ଶାଢ଼ିରେ ଝୁଲି ଆତ୍ମହତ୍ୟା କରିଥିବାବେଳେ ସ୍ତ୍ରୀ ବିଦ୍ୟୁତ୍ ତାରକୁ ଛୁଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ସେମାନଙ୍କର ୧୭ ଓ ୧୨ ବର୍ଷ ବୟସର ଦୁଇଟି ଝିଅ ଓ ୭ ବର୍ଷ ର ଗୋଟିଏ ପୁଅ ଅଛନ୍ତି। ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି l