ଏଟିଏମ୍ ସୁରକ୍ଷାକର୍ମୀକୁ ଗିରଫ l

68
ADVERTISEMENT

ସୋନପୁର,o୩/୯(ଡ଼ି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପୁଲିସ ଜଣେ ଏଟିଏମ୍ ସୁରକ୍ଷାକର୍ମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ଚଞ୍ଚକତା କରି ଜଣେ ମହିଳାଙ୍କ କାର୍ଡରୁ ୧୪ ହଜାର ଟଙ୍କା ଠକି ନେଇଥିଲା l ଏବଂ ସେ ଡେଲାଙ୍ଗ ଥାନା ହରିରାଜପୁର ଅଞ୍ଚଳର ରୋହିତଲାଲ୍ ପଣ୍ଡା ହୋଇଥିବାବେଳେ ପୁଲିସ ତା ନିକଟରୁ ମହିଳାଙ୍କ ଏଟିଏମ୍ କାର୍ଡ ଓ ଟଙ୍କା ଜବତ କରିଛି।

Advertisement