ବିଧାନସଭାର ମୌସୁମୀ ଅଧିବେଶନରେ ନୂଆ ବାଚସ୍ପତି ଅଧ୍ୟକ୍ଷତା ହେବ।

110
ADVERTISEMENT

ଭୁବନେଶ୍ୱର,୦୧/୯(ଡି.ଏଚ୍ ବ୍ୟୁରୋ):-ବିଧାନସଭାର ମୌସୁମୀ ଅଧିବେଶନରେ ନୂଆ ବାଚସ୍ପତି ଅଧ୍ୟକ୍ଷତା ହେବ। ଆସନ୍ତା ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ ଓ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଏ ସମ୍ପର୍କରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଗତ ମେ’ ୧୨ ତାରିଖରେ ତତ୍କାଳୀନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ। ଏବଂ ତାଙ୍କ ଇସ୍ତଫା ପର ଠାରୁ ବାଚସ୍ପତି ପଦ ଖାଲି ପଡ଼ିଥିଲା।

Advertisement