ଜିଲ୍ଲା ଜର୍ଜଙ୍କ ମୋହନା ବିଚାରାଳୟ ପରିଦର୍ଶନ l

118
ADVERTISEMENT

ମୋହନା,୨୬/୮(ମୋହନ ଗୌଡ଼ ):-ମୋହନା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରାଳୟ ସମୀକ୍ଷାରେ ଆସିଥିଲେ ଜିଲ୍ଲା ବିଚାରପତି ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟ। ଅତିତିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାମଲ ସର୍କିଟ କୋର୍ଟ କାର୍ଯ୍ୟରେ ଯୋଗଦେଇଥିଲେ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଯୁକ୍ତ ଶୁଭଜିତ୍ ବେହେରା, ମୋହନା ଓକିଲ ସଂଘ ସଭାପତି ଶ୍ରୀ ରବିନ୍ଦ୍ର ବେହେରା, ସମ୍ପାଦକ ପଦ୍ମନାଭ ପତି, ଏ ପି ପି ବୈଦ୍ୟନାଥ ସିଂ, ବରିଷ୍ଠ ଓକିଲ ଦୁର୍ଯ୍ଯୋଧନ କରଡ଼ା, ସନ୍ତୋଷ ପାଢୀ, ସିମାଞ୍ଚଳ କାର୍ଯ୍ୟି, ବିଳାସ ନାୟକ, ପ୍ରଭାତ ପାତ୍ର, ସୁଶାନ୍ତ କୁମାର ମଲ୍ଲିକ, ସୁଦର୍ଶନ ସାହୁ, ସୂଚୀତ ନାୟକ ଓ ଜିତେନ୍ଦ୍ର ନାୟକ ପ୍ରମୂଖ ଉପସ୍ଥିତ ଥିଲେ I ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରାଳୟ ସକାଶେ ଆବଶ୍ୟକୀୟ ଆନୁସାଙ୍ଗୀକ ବିକାଶ ଓ ଆବଶ୍ୟକତା ତୁରନ୍ତ ପୂରଣ ହେବ ବୋଲି ବିଚାରପତି ପ୍ରତିଶ୍ରୁତି ଦେଇଥିଲେ I

Advertisement