କୋରାପୁଟ,୧୯/୮(ଡି.ଏଚ୍ ବ୍ୟୁରୋ):-ଏସ ଟି ଏଫର ସ୍ବତନ୍ତ୍ର ଟିମ୍ ପକ୍ଷରୁ କୋରାପୁଟରେ ନକଲି ସୂଚନା ଅଧିକାରୀ କର୍ମୀ କିଶୋର କୁମାର ମିଶ୍ର ଗିରଫ ।ସେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଭାବେ ମିଛ ପରିଚୟପତ୍ର ଦେବା ସହ ବଡ଼ ବଡ଼ ଅଫିସରଙ୍କ ନାଁ ଅନୁଯାୟୀ ଟ୍ରୁ କଲରରେ ନିଜ ନାଁ ଦର୍ଶାଇ କ୍ରସର ଓ ମଦ ଲାଇସେନ୍ସ କରାଇଦେବା ନାଁରେ ଲୁଟୁ ଥିଲେ କୋଟି କୋଟି ଟଙ୍କା ।