କରଞ୍ଜିଆ,୧୪/୮(ଡି.ଏଚ୍ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚୋରି। ବଢେଇଭୋଳ ଗାଁରେ ଜଣଙ୍କ ଘରୁ ଝରକା ଗ୍ରିଲ୍ ତାଡ଼ି ନଗଦ ୨ ଲକ୍ଷ ଟଙ୍କା ଓ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ। ଏନେଇ କରଞ୍ଜିଆ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ଜାରି କରୁଥିବା ସୂଚନା ।