ଭବାନୀପାଟଣା,୨୬/୭(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜନ ସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ l ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କରି ୩ ମହଲା କୋଠା ସମେତ ଅଫିସ ଏବଂ ନର୍ଲା ବ୍ଲକ୍ ବଳବସପୁରରେ ଥିବା ତାଙ୍କ ପୈତୃକ ଘରେ ଚଢାଉ ଜାରି କରିଛି ।