ଭୁବନେଶ୍ବର,୧୯/୭(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର ରାଜଧାନୀରେ ଆତଙ୍କ ଖେଳାଇଥିବା ବଞ୍ଜାରା ଗ୍ୟାଙ୍ଗ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ଗ୍ୟାଙ୍ଗ୍ର ୧୧ଜଣଙ୍କୁ ଗିରଫ କରିଥିବାବେଳେ ସେମାନେ ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ଅଂଚଳର ବୋଲି ସୂଚନା । ଏବଂ ପୁଲିସ ସେମାନଙ୍କଠାରୁ ୧୨ଟି ସୁନା ବଳା, ଗୋଟିଏ ସ୍କୁଟି, ସାଢ଼େ ୬ ହଜାର ଟଙ୍କା, ସହ ଚୋରିରେ ବ୍ୟବହୃତ ଯନ୍ତ୍ରପାତି ଓ ମାରଣାସ୍ତ୍ର ଜବତ କରିଛି।