ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର।

48
ADVERTISEMENT

ଭୁବନେଶ୍ୱର,୧୭/୭(ଡି.ଏଚ ବ୍ୟୁରୋ):-ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏଥିଲାଗି ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଥିବାବେଳେ କଟକର ବାବା ଧବଳେଶ୍ୱରଙ୍କ ପୀଠ, ଭଦ୍ରକର ଆରଡ଼ି ଆଖଣ୍ଡଳମଣିଙ୍କ ପୀଠ ଓ ଭୁବନେଶ୍ୱରର ବାବା ଲିଙ୍ଗରାଜଙ୍କ ପୀଠରେ ମଧ୍ୟ ଜଳଲାଗି ପାଇଁ କାଉଡ଼ିଆଙ୍କ ଗହଳି ଲାଗି ରହିଛି। ଏବଂ ଗୋଟିଏ ଦିନରେ ସଂକ୍ରାନ୍ତି, ସୋମବାର ଓ ଚିତାଲାଗି ଅମାବାସ୍ୟ ପଡ଼ୁଥିବାରୁ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

Advertisement